ଏକତରଫା ପ୍ରେମ ପାଇଁ ସଇତାନ ସାଜିଲା ଯୁବକ : ପ୍ରେମିକାର ନେଲା ଜୀବନ

ଗୋରଖପୁର: ଏକତରଫା ପ୍ରେମ ନେଲା ୩ ଜୀବନ। ମନ ଓ ପ୍ରାଣ ଦେଇ ଭଲ ପାଉଥିବା ପ୍ରେମିକା ଓ ତା’ର ପରିବାରକୁ ଛଟପଟ କରି ହତ୍ୟା କଲା ସଇତାନ ପ୍ରେମିକ। ଏକତରଫା ପ୍ରେମ ପାଇଁ ପ୍ରେମିକା ପରିବାରର ୩ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ସହରରେ। ସୋମବାର ରାତିରେ ପ୍ରେମିକା ଓ ତା’ର ବାପାମା’ ଏକ କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ବାଟରେ ସେମାନଙ୍କ … Continue reading ଏକତରଫା ପ୍ରେମ ପାଇଁ ସଇତାନ ସାଜିଲା ଯୁବକ : ପ୍ରେମିକାର ନେଲା ଜୀବନ